ନୀରବ ମୋଦୀକୁ ଭାରତ ଅଣାଯିବାର ପଥ ପରିଷ୍କାର

ଲଣ୍ଡନ : ପଳାତକ ବ୍ୟାଙ୍କ ଠକ ନୀରବ ମୋଦୀକୁ ଏକ ବଡ଼ ଝଟକା ଦେଇଛନ୍ତି। ଭାରତକୁ ପ୍ରତ୍ୟାର୍ପଣ ବିରୋଧରେ ନୀରବ ମୋଦୀ ବ୍ରିଟେନର ସୁପ୍ରିମକୋର୍ଟରେ ଅପିଲ କରିପାରିବ ନାହିଁ ବୋଲି ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ନୀରବ ମୋଦୀକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି। କାରଣ ନୀରବ ମୋଦୀ ପାଖରେ ଏବେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ। ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୋଧରେ … Continue reading ନୀରବ ମୋଦୀକୁ ଭାରତ ଅଣାଯିବାର ପଥ ପରିଷ୍କାର